Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବିଧାନସଭାରେ ଜଳସମ୍ପଦ ମନ୍ତ୍ରୀଙ୍କ ଉତ୍ତରକୁ ନେଇ ଚର୍ଚ୍ଚା 

Odisha

ବିଧାନସଭାରେ ଜଳସମ୍ପଦ ମନ୍ତ୍ରୀଙ୍କ ଉତ୍ତରକୁ ନେଇ ଚର୍ଚ୍ଚା 

Manini Pattanayak
Browse all articles by Manini Pattanayak
·2 years ago
ବିଧାନସଭାରେ ଜଳସମ୍ପଦ ମନ୍ତ୍ରୀଙ୍କ ଉତ୍ତରକୁ ନେଇ ଚର୍ଚ୍ଚା 

ଭୁବନେଶ୍ୱର:  ବିଧାନସଭାରେ ଜଳସମ୍ପଦ ମନ୍ତ୍ରୀଙ୍କ ଉତ୍ତରକୁ ନେଇ ଚର୍ଚ୍ଚା । ପ୍ରଶ୍ନକର୍ତ୍ତାଙ୍କ ପ୍ରଶ୍ନ ଗୋଟେ ଆଉ ମନ୍ତ୍ରୀଙ୍କ ଉତ୍ତର ଆଉ ଗୋଟେ । ଉଦଳା ବିଧାୟକ ଭାସ୍କର ମଢ଼େଇ ସୋନ ନଦୀ ଉପରେ ବ୍ୟାରେଜ କାମ ଆରମ୍ଭ କରିବା ନେଇ ବିଧାନସଭାରେ ମନ୍ତ୍ରୀଙ୍କୁ ପଚାରିଇଥିଲେ ।

ଟେଣ୍ଡର ସରିଛି, ଏଗ୍ରିମେଣ୍ଟ ସରିଛି, ମୁଖ୍ୟମନ୍ତ୍ରୀ ୧୦ ବର୍ଷ ହେଲା ଶିଳାନ୍ୟାସ ବି କରିଥିଲେ। ହେଲେ କାମ ଆରମ୍ଭ ହେଉନି । ତେଣୁ ବିଭାଗକୁ ତୁରନ୍ତ ନିର୍ଦ୍ଦେଶ ଦେବାକୁ ମନ୍ତ୍ରୀଙ୍କୁ କହିଥିଲେ ବିଧାୟକ । ହେଲେ ମନ୍ତ୍ରୀ ଟୁକୁନି ସାହୁ ରଖିଥିଲେ ଭିନ୍ନ ଉତ୍ତର। ମନ୍ତ୍ରୀ କହିଥିଲେ, ଏ ସଂପର୍କରେ ବିଭାଗକୁ ନିର୍ଦ୍ଦେଶ ଦେବି । ଟେକ୍ନିକାଲ ଦିଗକୁ ଯାଞ୍ଚ୍ ହେବ । ଯଦି ଫିଜିବିଲିଟି ଥିବ ତାହେଲେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Discussions about the water resources minister's answer in the assembly | Argus News