Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହରତାଳ ପ୍ରସ୍ତୁତି ବୈଠକ ବେଳେ ଶଙ୍ଖ ଭବନରେ ହଙ୍ଗାମା

Smruti Parija
Browse all articles by Smruti Parija
·1 year ago
ହରତାଳ ପ୍ରସ୍ତୁତି ବୈଠକ ବେଳେ ଶଙ୍ଖ ଭବନରେ ହଙ୍ଗାମା

ଭୁବନେଶ୍ୱର: ଶଙ୍ଖ ଭବନରେ ହଙ୍ଗାମା । ହରତାଳ ପ୍ରସ୍ତୁତି ବୈଠକ ବେଳେ ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହା ସୂପକାରଙ୍କୁ ବିରୋଧ । ଦଳ ବିରୋଧରେ କାମ କରୁଥିବା ଏ ଦୁଇ ବିଦ୍ରୋହୀ କର୍ପୋରେଟରଙ୍କୁ ବିରୋଧ । ଅନ୍ୟ କର୍ପୋରେଟରମାନେ ବୈଠକକୁ ବର୍ଜନ କରିଥିଲେ । ବେଶ୍ କିଛି ସମୟ ପାଇଁ ଶଙ୍ଖ ଭବନରେ ହୋ ହାଲ୍ଲା ହୋଇଥିଲା ।  ପରେ ବୈଠକ ବର୍ଜନ କରିଥିବା କର୍ପୋରେଟରଙ୍କୁ ଦେବୀ ମିଶ୍ର ଓ ଅରୁଣ ସାହୁ ବୁଝାସୁଝା କରିବା ପରେ ବୈଠକକୁ ପୁଣି ଯାଇଥିଲେ କର୍ପୋରେଟରମାନେ ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
dispute-in-bjd-party-office | Argus News