Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅର୍ପଣ ରଥ ନାଁରେ ଜଗନ୍ନାଥଙ୍କୁ ଅପମାନ ନେଇ ତେଜୁଛି ଅସନ୍ତୋଷ 

Manini Pattanayak
Browse all articles by Manini Pattanayak
·2 years ago
ଅର୍ପଣ ରଥ ନାଁରେ ଜଗନ୍ନାଥଙ୍କୁ ଅପମାନ ନେଇ ତେଜୁଛି ଅସନ୍ତୋଷ 

ପୁରୀ: ଅର୍ପଣ ରଥ ନାଁରେ ଜଗନ୍ନାଥଙ୍କୁ ଅପମାନ ନେଇ ତେଜୁଛି ଅସନ୍ତୋଷ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବୁଲୁଥିବା ଅର୍ପଣ ରଥକୁ ଚାରିଆଡେ ହେଉଛି ବିରୋଧ । ପୁରୀରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ବିରୋଧ ।

ପାଣ୍ଡିଆନ ଗୋ ବ୍ୟାକ୍ ନାରା ଦେଲା ଛାତ୍ର କଂଗ୍ରେସ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଅର୍ପଣ ରଥ ବୁଲେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିକୁ ଅପମାନ କରାଯାଇଛି ବୋଲି ଛାତ୍ର କଂଗ୍ରେସ ଅଭିଯୋଗ କରିଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ପଣ୍ଡିଆନଙ୍କୁ କଳା ପତାକା ଦେଖାଇଛି ଛାତ୍ର କଂଗ୍ରେସ ।
 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dissatisfaction is rising over Jagannath being insulted in the name of Arpana Rath | Argus News