Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜିଲ୍ଲା ପରିଷଦଙ୍କ ପୁଅ ଚୋରା ମଦ ବିକ୍ରି କରୁଥିବା ଅଭିଯୋଗ

Banajyotshna Ray
Browse all articles by Banajyotshna Ray
·2 years ago
ଜିଲ୍ଲା ପରିଷଦଙ୍କ ପୁଅ ଚୋରା ମଦ ବିକ୍ରି କରୁଥିବା ଅଭିଯୋଗ

ଅର୍ଗସ ବ୍ୟୁରୋ:  ଶାସକ ଦଳର ଜିଲ୍ଲା ପରିଷଦଙ୍କ ପୁଅ ଚା ଦୋକାନରେ ଚୋରା ମଦ ବିକ୍ରି କରୁଥିବା ଅଭିଯୋଗ । ଅନଗୁଳ ଜିଲ୍ଲା 23 ନମ୍ବର ଜୋନ ଜିଲ୍ଲା ପରିଷଦ ସାବିତ୍ରୀ ମାଝୀଙ୍କ ପୁଅ ବେଆଇନ ମଦ ବିକ୍ରି କରୁଥିବା ଅଭିଯୋଗ । ଦୀର୍ଘ ବର୍ଷ ହେବ ଚା ଦୋକାନରେ ଖୁଲମଖୁଲା ବେଆଇନ ମଦ ବିକ୍ରି କରୁଥିଲେ ରାଜେନ୍ଦ୍ର ମାଝୀ ।  ଶାସକ ଦଳର ନେତ୍ରୀ ତଥା ଜିଲ୍ଲା ପରିଷଦଙ୍କ ପୁଅ ହୋଇଥିବାରୁ ପୋଲିସ ଜାଣିଶୁଣି ଗିରଫ କରୁନଥିବା ଚର୍ଚ୍ଚା ହେଉଛି । ପାଲଲହଡା ଥାନା IIC କାଳନ୍ଦୀ ଚନ୍ଦ୍ର ରାଉତଙ୍କ ନେତୃତ୍ବରେ ଏକ ଟିମ ଚା ଦୋକାନରେ ଚଢ଼ାଉ କରି 62.400 ଲିଟର ମଦ ଜବତ କରିଛି । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
District councillor son is accused of selling stolen liquor | Argus News