Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନିର୍ବାଚନ ପୂର୍ବରୁ  ବଦଳିଲେ ଜିଲ୍ଲାପାଳ 

Odisha

ନିର୍ବାଚନ ପୂର୍ବରୁ  ବଦଳିଲେ ଜିଲ୍ଲାପାଳ 

Manini Pattanayak
Browse all articles by Manini Pattanayak
·2 years ago
ନିର୍ବାଚନ ପୂର୍ବରୁ  ବଦଳିଲେ ଜିଲ୍ଲାପାଳ 

ଭୁବନେଶ୍ୱର: ବଦଳିଲେ  ୩ ଜିଲ୍ଲାର ଜିଲ୍ଲାପାଳ। ଜିଲ୍ଲାପାଳ ସ୍ତରରେ  ଛୋଟ ଅଦଳବଦଳ କଲେ ରାଜ୍ୟସରକାର।  ମୟୂରଭଞ୍ଜ ଜିଲ୍ଲାପାଳ ଆଶିଷ ଠାକରେ ହେଲେ ବାଲେଶ୍ୱର ଜିଲ୍ଲାପାଳ ।

ପୁରୀ ଜିଲ୍ଲାପାଳ ବିଜୟ ଶଙ୍କର ଦାଶ ହେଲେ କଟକ ମହାନଗର  କମିଶନର। କଟକ କମିଶନର ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ହେଲେ ପୁରୀ  ଜିଲ୍ଲାପାଳ।  ବାଲେଶ୍ୱର ଜିଲ୍ଲାପାଳ  ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ହେଲେ ମୟୂରଭଞ୍ଜ ଜିଲ୍ଲାପାଳ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Districts of 3 collector have changed. The state government made a small change at the district level. | Argus News