Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଜି ଚିଲିକାରେ ଡଲଫିନ୍ ଗଣନା

Odisha

ଆଜି ଚିଲିକାରେ ଡଲଫିନ୍ ଗଣନା

Manini Pattanayak
Browse all articles by Manini Pattanayak
·2 years ago
ଆଜି ଚିଲିକାରେ ଡଲଫିନ୍ ଗଣନା

ଖୋର୍ଦ୍ଧା:  ଆଜି ଚିଲିକାରେ ଡଲଫିନ୍ ଗଣନା, ଏଥିପାଇଁ ଡଙ୍ଗା ଏବଂ ଲଞ୍ଚ ଚଳାଚଳ ବନ୍ଦ ରହିଛି। ସିଡିଏ ଏବଂ ବନବିଭାଗର ମିଳିତ ଅନୁକୁଲ୍ୟରେ ହେଉଛି ଗଣନା। ୨ଟି ରେଞ୍ଜରେ ୧୮ଟି ଟିମ୍ ଡଲଫିନ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

ସାତପଡା ରେଞ୍ଜରେ ୮ଟି ଟିମ୍ ଏବଂ ବାଲୁଗାଁ ରେଞ୍ଜରେ ୧୦ଟି ଟିମ୍ ଗଣନା କାର୍ଯ୍ୟ କରୁଛନ୍ତି। ଗୋଟିଏ ଟିମ୍ ରେ 5 ଜଣ ଲେଖାଏଁ ସଦସ୍ୟ ଅଛନ୍ତି।  ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ ଗଣନା। ବାଇନାକୁଲର,ଜିପିଏସ୍,ଲାଇନ୍ ଟ୍ରାକର ମାଧ୍ୟମରେ ଚାଲିଛି ସର୍ଭେ। ଏହା ସହିତ ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫୀ ମଧ୍ୟ କରାଯାଉଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dolphin count in Chilika today | Argus News