Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News -  ଘରୋଇ କଳିରୁ ହଣାମରା, ହସ୍ପିଟାଲରେ ଦୁଇ ଭର୍ତ୍ତି 

Odisha

 ଘରୋଇ କଳିରୁ ହଣାମରା, ହସ୍ପିଟାଲରେ ଦୁଇ ଭର୍ତ୍ତି 

Manini Pattanayak
Browse all articles by Manini Pattanayak
·2 years ago
 ଘରୋଇ କଳିରୁ ହଣାମରା, ହସ୍ପିଟାଲରେ ଦୁଇ ଭର୍ତ୍ତି 

ଭଦ୍ରକ: ଘରୋଇ କଳିରୁ ମାରପିଟ୍। ଗୁରୁତର ହୋଇ ଭଣ୍ଡାରିପୋଖରୀ ଚିକିତ୍ସାଳୟରେ ଦୁଇ ଜଣ ଭର୍ତ୍ତି।  ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଷୋଳମପୁର ପଞ୍ଚାୟତର ଖପୁରିଆପଦା ଗାଁ ରେ ଘରୋଇ କଳିରୁ ଦୁଇ ପରିବାର ଭିତରେ ମାରପିଟ୍ ହୋଇଥିବା ସୂଚନା ଅନୁଯାୟୀ ଜଣାପଡିଛି।  

ଦୁଇ ଜଣ ବୃଦ୍ଧାଙ୍କ ସହ ଜଣେ ଯୁବକ ଗୁରୁତର ଅବସ୍ଥାରେ ଭଣ୍ଡାରିପୋଖରୀ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସେପଟେ ଏନେଇ ଉକ୍ତ ଗ୍ରାମର କାଞ୍ଚନ ରାଇତା ନାମକ ଜଣେ ମହିଳା ଥାନାର ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ତେବେ ପୁରା ଘଟଣା କ'ଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନଥିବା ବେଳେ ପୋଲିସ ତଦନ୍ତ ପରେ  ସତ୍ୟାସତ୍ୟ ଘଟଣା ସମ୍ମାନକୁ ଆସିବ । 
ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Domestic violence, two hospitalized | Argus News