ପଶ୍ଚିମବଙ୍ଗ ପ୍ରବେଶ କରିବାକୁ ଦେଉନି ଅଣ୍ଡା, କୁକୁଡା ଗାଡି
·1 year ago

ଅର୍ଗସ ବ୍ୟୁରୋ: ପୁଣି ପଶ୍ଚିମବଙ୍ଗର ମନମାନୀ । ପଶ୍ଚିମବଙ୍ଗ ପ୍ରବେଶ କରିବାକୁ ଦେଉନି ଅଣ୍ଡା, କୁକୁଡା ଗାଡି । ସୁନାକଣିଆ ଚେକ୍ ପୋଷ୍ଟ ନିକଟରେ ଅଟକିଛି ୭୦ରୁ ଅଧିକ ଅଣ୍ଡା ଓ କୁକୁଡ଼ା ବୋଝୋଇ ଟ୍ରକ । ଆନ୍ଧ୍ରପ୍ରଦେଶରୁ-ଆସାମ ଯାଉଥିବା ଗାଡ଼ିକୁ ଛାଡ଼ୁନାହିଁ ପଶ୍ଚିମବଙ୍ଗ ପୋଲିସ । ଗାଡ଼ି ଅଟକିବାର କାରଣ ହେଉଛି ଓଡ଼ିଶାରେ କୁକୁଡ଼ାକୁ ବାର୍ଡ-ଫ୍ଲୁ ହୋଇଥିବାରୁ ପଶ୍ଚିମବଙ୍ଗ ଓଡ଼ିଶାରୁ କୁକୁଡା ଗାଡି ଓ ଅଣ୍ଡା ଗାଡି ପ୍ରବେଶ ପାଇଁ ଦେଉନାହାନ୍ତି । ୮ ଘଣ୍ଟା ବିତିଯାଇ ଥିଲେ ମଧ୍ୟ ଗାଡି ଗୁଡ଼ିକୁ ଛାଡ଼ିବା ନିର୍ଦ୍ଦେଶ ନମିଳିବାରୁ ଓଡ଼ିଶା ଓ ପଶ୍ଚମବଙ୍ଗ ସୀମାରେ ଅଟକି ରହିଛି ଗାଡ଼ି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: