Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାରିବାରିକ କଳହରୁ ଜୀବନ ହାରିବା ନେଇ ସନ୍ଦେହ

Rashmita Mishra
Browse all articles by Rashmita Mishra
·1 year ago
ପାରିବାରିକ କଳହରୁ ଜୀବନ ହାରିବା ନେଇ ସନ୍ଦେହ

ଅଗର୍ସ ବ୍ୟୁରୋ: ଟ୍ରେନ ଲାଇନରେ କଟି ଯୁବକ ମୃତ । ଯୁବକ ଜଣକ ହେଲେ ସଦର ଥାନା ଅନ୍ତର୍ଗତ ଦେପୁର ଗ୍ରାମର ଟିକି ମଳିକ ଙ୍କ ପୁଅ ଜୟଦେବ ମଳିକ । ଆଜି ସକାଳୁ ଜୟଦେବ ଘରୁ ପଳେଇ ଆସିଥିବାରୁ, ତାଙ୍କ ବାପା ଖୋଜି ଖୋଜି ଆସିଥିଲେ । ପରେ ଟ୍ରେନ ଲାଇନ ନିକଟରେ ରେଲୱେ କର୍ମଚାରୀ ଙ୍କ ଠାରୁ ସୂଚନା ପାଇ ଶ୍ୟାମସୁନ୍ଦରପୁର ନିକଟସ୍ଥ ଗୋବରୀ କେନାଲ ବ୍ରିଜ -86 ନିକଟରେ ପୁଅର ମୃତ ଶରୀର କୁ ପାଇଥିଲେ ଟିକି ମଳିକ । ପାରିବାରିକ କଳହ ରୁ ଆତ୍ମହତ୍ୟା ସନ୍ଦେହ କରାଯାଇଛି । ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଅଧିକ ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Doubt about loss of life due to family quarrels | Argus News