Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦଶହରା ଉପଲକ୍ଷେ ଖିମଜୀ ତରଫରୁ ଗ୍ରାହକଙ୍କ ପାଇଁ ଆସିଛି ଆକର୍ଷଣୀୟ ଅଫର୍

Odisha

ଦଶହରା ଉପଲକ୍ଷେ ଖିମଜୀ ତରଫରୁ ଗ୍ରାହକଙ୍କ ପାଇଁ ଆସିଛି ଆକର୍ଷଣୀୟ ଅଫର୍

Rashmita Mishra
Browse all articles by Rashmita Mishra
·1 year ago·1 min read
ଦଶହରା ଉପଲକ୍ଷେ ଖିମଜୀ ତରଫରୁ ଗ୍ରାହକଙ୍କ ପାଇଁ ଆସିଛି ଆକର୍ଷଣୀୟ ଅଫର୍

ଅର୍ଗସ ବ୍ୟୁରୋ: ଚଳିତ ବର୍ଷ ପାର୍ବଣର ଖୁସିକୁ ଦୁଇଗୁଣିତ କରିବ ଖିମଜୀ । ଦଶହରା ଉପଲକ୍ଷେ ଖିମଜୀ ତରଫରୁ ଗ୍ରାହକଙ୍କ ପାଇଁ ଆସିଛି ଆକର୍ଷଣୀୟ ଅଫର୍ ।  ସେଥିପାଇଁ ଡେରି ନକରି ଆପଣଙ୍କ ନିକଟସ୍ଥ ଷୋର୍ କୁ ଯାଆନ୍ତୁ । ଏବଂ ଆକର୍ଣଣୀୟ ଅଫର୍ ର ଲାଭ ଉଠାନ୍ତୁ । ନବରାତ୍ରୀ ଆରମ୍ଭ ହୋଇଯାଇଥିବାବେଳେ ଡେରି ନକରି ଘରକୁ ସୁନା କିଣି ନିଅନ୍ତୁ । କିମ୍ବା ଆପଣଙ୍କ ପ୍ରିୟଜନଙ୍କୁ ସୁନା କିଣି ଉପହାର ଦିଅନ୍ତୁ । 

ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସ । ଖିମଜୀ ଜୁଏଲର୍ସରେ ଅଳଙ୍କାରର ଡିଜାଇନ ସବୁବେଳେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟକୁ ଆକର୍ଷିତ କରିଥାଏ । ବର୍ଷ ବର୍ଷ ଧରି ଖିମଜୀ ଗ୍ରାହକଙ୍କୁ ଭଲ ଅଳଙ୍କାର ଦେବା ସହ ସହ ଶୁଦ୍ଧତା ଓ ଆକର୍ଷଣୀୟ ଡିଜାଇନ୍‌  ମଧ୍ୟ ଯୋଗାଇଥାଏ । ଯଦି ଆପଣ ୩୦,୦୦୦ଟଙ୍କାର ହୀରା କିଣୁଛନ୍ତି ତେବେ ମାଗଣାରେ ଦୁଇଟି ଗୋଲ୍ଡ କଏନ୍ ପାଇପାରିବେ । ଏହାସହ ଯଦି ଆପଣ ୩୦,୦୦୦ଟଙ୍କାର ସୁନା ମଧ୍ୟ କିଣୁଛନ୍ତି ତେବେ ଆପଣଙ୍କୁ ମିଳିବ ଦୁଇଟି ଗୋଲ୍ଡ କଏନ । 
ଆଉ ଡେରି କରନ୍ତୁନି । ଦଶହରାରେ ଅଫର୍ ର ଭରପୁର ଫାଇଦା ଉଠାନ୍ତୁ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dozens of attractive offers are available for customers from Khimji | Argus News