Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୧୭ରେ ଓଡିଶା ଆସିବେ ଡ୍ରିମଗାର୍ଲ ହେମାମାଳିନୀ: ଟ୍ୱିନ୍ ସିଟିରେ କରିବେ ଜନସଭାକୁ ସମ୍ବୋଧନ

Odisha

୧୭ରେ ଓଡିଶା ଆସିବେ ଡ୍ରିମଗାର୍ଲ ହେମାମାଳିନୀ: ଟ୍ୱିନ୍ ସିଟିରେ କରିବେ ଜନସଭାକୁ ସମ୍ବୋଧନ

Ritu Das
Browse all articles by Ritu Das
·1 year ago
୧୭ରେ ଓଡିଶା ଆସିବେ ଡ୍ରିମଗାର୍ଲ ହେମାମାଳିନୀ: ଟ୍ୱିନ୍ ସିଟିରେ କରିବେ ଜନସଭାକୁ ସମ୍ବୋଧନ

ଅର୍ଗସ ବ୍ୟୁରୋ: ମେ ୧୭ ତାରିଖରେ ଓଡିଶା ଆସୁଛନ୍ତି ବିଜେପିର ଷ୍ଟାର ପ୍ରଚାରକ ଡ୍ରିମଗାର୍ଲ ହେମାମାଳିନୀ । ଭୁବନେଶ୍ୱର ଓ କଟକରେ ଜନସଭାକୁ କରିବେ ସମ୍ବୋଧେନ । ଏହାସହ ପିପିଲିରେ କରିବେ ରୋଡ ସୋ । 

ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର । ବିଜେପି ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି ମଥୁରା ସାଂସଦ ପ୍ରାର୍ଥୀ ହେମାମାଳିନୀ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dreamgirl Hema Malini | Argus News