Videos
|
Odisha

ଭୁବନେଶ୍ୱରରେ DRIର ବଡ଼ ରେଡ୍, ବଜ୍ରକାପ୍ତା କାତିରେ ତିଆରି ହୋଇଥିବା ମୁଦି

Banajyotshna Ray
Browse all articles by Banajyotshna Ray
·1 year ago
ଭୁବନେଶ୍ୱରରେ DRIର ବଡ଼ ରେଡ୍, ବଜ୍ରକାପ୍ତା କାତିରେ ତିଆରି ହୋଇଥିବା ମୁଦି

ଅର୍ଗସ ବ୍ୟୁରୋ:  ଭୁବନେଶ୍ୱରରେ DRIର ବଡ଼ ରେଡ୍। ସୋ-ରୁମରୁ ମିଳିଲା ବଜ୍ରକାପ୍ତା କାତିରେ ତିଆରି ହୋଇଥିବା ମୁଦି। ଏହା ସହ ବିରଳ କୁମ୍ଭୀର ପ୍ରଜାତିର ଶରୀର ଅଂଶ, ସାମୁଦ୍ରିକ ରତ୍ନ, କସ୍ତୁରୀ ହରିଣର କସ୍ତୁରୀ, ବିରଳ ଗେଣ୍ଡା ଆଦି ସାମୁଦ୍ରିକ ଜୀବ ଜବତ କରାଯାଇଛି । ବନ୍ୟପ୍ରାଣୀ ଅଧିନିୟମକୁ ବେଖାତିର କରି ଚାଲିଥିଲା ବିକ୍ରି । ତେବେ ଜବତ ସାମଗ୍ରୀ କେଉଁଠୁ ଆସୁଥିଲା କେବେଠାରୁ ବିକ୍ରି ହେଉଥିଲା ତାର ତଦନ୍ତ ଚାଲିଛି। ବାରମ୍ୱାର ଏଭଳି ଘଟଣା ସାମ୍ନାକୁ ଆସୁଥିଲା ବେଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ହୋଇପଡିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
DRI's large red in bhubaneswar | Argus News