Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଡ୍ରୋନ୍ କୁ ସନ୍ଦେହ ପ୍ରକାଶ କଲେ ସାଂସଦ ସୁରେଶ ପୂଜାରୀ

Smruti Parija
Browse all articles by Smruti Parija
·2 years ago
ଡ୍ରୋନ୍ କୁ ସନ୍ଦେହ ପ୍ରକାଶ କଲେ ସାଂସଦ ସୁରେଶ ପୂଜାରୀ

ଅର୍ଗସ ବ୍ୟୁରୋ: ସାଂସଦ ସୁରେଶ ପୂଜାରୀଙ୍କ ଘର ପାଖରେ ପଡିଲା ଡ୍ରୋନ । ବେଲପାହାଡ ଗାନ୍ଧୀ ଛକ ଆମ୍ବଝର ନିକଟ ଭଡା ଘର ପରିସରରେ  ଡ୍ରୋନ ।  ସନ୍ଦିଗ୍ଧ ଡ୍ରୋନ କାହାର ଜଣାପଡ଼ିନି । ଏନେଇ ପୋଲିସ ଛାନ୍ ଭିନ୍ କରୁଛି । 

ସେପଟେ କିଏ, କେଉଁ ଉଦେଶ୍ୟରେ ଏହା ଅପରେଟ କରୁଛି ଏନେଇ ସନ୍ଦେହ ପ୍ରକାଶ କରିଛନ୍ତି ସାଂସଦ ସୁରେଶ ପୂଜାରୀ । ଏ ବିଷୟରେ ଏସପିଙ୍କୁ ସୂଚନା ଦେବା ପରେ ପୋଲିସ ପହଞ୍ଚି ଛାନ ଭିନ୍ କରୁଥିବା ସେ କହିଛନ୍ତି । 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
drone-found-near-mp-suresh-pujari-house | Argus News