Train Stopped / ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ଡ, ନିଶାରେ ଅଟକାଇ ଦେଲା ଟ୍ରେନ୍
·5 months ago

Key Points
ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ଡ; ଅଟକାଇ ଦେଲା ଟ୍ରେନ୍
ରାଜମହଲ ଛକ ନିକଟରେ ଥିବା ରେଳଧାରଣାରେ ଅଟକାଇ ଦେଲା ଟ୍ରେନ୍
ଏଭଳି କାଣ୍ଡ ଭିଆଇଛି ଫାଳିକିଆ ବସ୍ତିରେ ରହୁଥିବା ଜଣେ ମଦ୍ୟପ
ରାଜମହଲ ଛକ ନିକଟରେ ଥିବା ରେଳଧାରଣାରେ ଅଟକାଇ ଦେଲା ଟ୍ରେନ୍
ଏଭଳି କାଣ୍ଡ ଭିଆଇଛି ଫାଳିକିଆ ବସ୍ତିରେ ରହୁଥିବା ଜଣେ ମଦ୍ୟପ
ଭୁବନେଶ୍ବରରେ ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ମଦ ନିଶାରେ ରେଳ ଧାରଣାରେ ଅଟକାଇ ଦେଲା ଟ୍ରେନ୍ । ଭୁବନେଶ୍ୱର ରାଜମହଲ ଛକ ନିକଟରେ ଥିବା ରେଳ ଧାରଣାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଫାଳିକିଆ ବସ୍ତିରେ ରହୁଥିବା ଏଭଳି ଜଣେ ମଦ୍ୟପ ଏହି କାଣ୍ଡ ଭିଆଇଛି ।
ଏନେଇ ଖବର ପାଇବା ପରେ RPF ଓ GRP ପୋଲିସ ତୁରନ୍ତ ପହଞ୍ଚି ମଦ୍ୟପ ଜଣଙ୍କୁ କାବୁ କରିଛି । ତେବେ ଏହି ଘଟଣାକୁ ନେଇ ରେଳ ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ ପାଇଛି । ଯାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏନେଇ ଖବର ପାଇବା ପରେ RPF ଓ GRP ପୋଲିସ ତୁରନ୍ତ ପହଞ୍ଚି ମଦ୍ୟପ ଜଣଙ୍କୁ କାବୁ କରିଛି । ତେବେ ଏହି ଘଟଣାକୁ ନେଇ ରେଳ ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ ପାଇଛି । ଯାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories