Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଳମ୍ୱରେ ମତଦାନ ଆରମ୍ଭ ହେବାରୁ ଭୋଟ ନ ଦେଇ ଚାଲିଗଲେ ଲୋକେ

Ritu Das
Browse all articles by Ritu Das
·2 years ago
ବିଳମ୍ୱରେ ମତଦାନ ଆରମ୍ଭ ହେବାରୁ ଭୋଟ ନ ଦେଇ ଚାଲିଗଲେ ଲୋକେ

ଅର୍ଗସ ବ୍ୟୁରୋ: ଅପେକ୍ଷା କରୁଥିଲେ 300ରୁ ଉର୍ଦ୍ଧ୍ବ ଲୋକ। କୋଟପାଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଟପାଡ଼ ବ୍ଲକର  5 ନମ୍ବର ବୁଥ ଢ଼ାମଣାହାଣ୍ଡି ଗ୍ରାମରେ ଇଭିଏମ ମେସିନ ଖରାପ ହେବାରୁ ଅପେକ୍ଷା କରୁଥଲେ 300 ରୁ ଅଧିକ ଲୋକ। 

ଅପେକ୍ଷା କରି କରି ହନ୍ତସନ୍ତ ହେବାରୁ ଭୋଟ ନ ଦେବା ପାଇଁ ଚେତାବନୀ ଦେଇଥିଲେ। କିନ୍ତୁ ମତଦାନ 7 ଟା ସମୟରୁ ଆରମ୍ଭ ହେବାର ଥିଲା କିନ୍ତୁ 1 ଘଣ୍ଟା ବିଳମ୍ୱରେ ଆରମ୍ଭ ହେଲା ମତଦାନ, ବିଳମ୍ୱ ହେବା କାରଣରୁ ଅଧିକାଂଶ ଲୋକ ଭୋଟ ନ ଦେଇ ଚାଲିଗଲେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Due to the delayed | Argus News