ଦାନା ଭୟରେ କଞ୍ଚା ଧାନ ଅମଳ
·1 year ago

ଅର୍ଗସ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ଦାନା ଭୟରେ ଚାଷୀ ଆତଙ୍କିତ, ଧାନ ଅମଳ ର ସମୟ ହୋଇନଥିଲେ ମଧ୍ୟ କଞ୍ଚା ଧାନ କାଟିବାକୁ ବାଧ୍ୟ ହୋଇଛି ଚାଷୀ। 30 ରୁ 40 ପ୍ରତିଶତ ଧାନ କଞ୍ଚା ଥିଲେ ମଧ୍ୟ ଚାଷୀ ମେସିନ ସାହାଯ୍ୟରେ ଧାନ କାଟି ତରବରିଆ ଭାବେ ଧାନ କୁ ଶୁଖାଇ ସାଇତିବାକୁ ପ୍ରୟାସ ଜାରି ରଖିଛି।
ସେହିଭଳି ପନିପରିବା, ଫୁଲ ଓ ଛତୁ ଚାଷୀ ମଧ୍ୟ ଫସଲ ତୋଳିବାକୁ ବାଧ୍ୟ ହେଉଛି। ତେବେ TV ମାଧ୍ୟମରେ କୃଷି ବିଭାଗ ତରଫର ପରାମର୍ଶ ମୁତାବକ ବଢ଼ି ପାଣିରୁ କୁଟାଖିଅ ସଦୃଶ ସଞ୍ଚୟ କରିବାକୁ ଚେଷ୍ଟା କରିଥିବା ଚାଷୀ କହିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: