Videos
|
Odisha

ଦୁର୍ଗମରେ ପାଳିତ ଦୂର୍ଗା ପୂଜା

Banajyotshna Ray
Browse all articles by Banajyotshna Ray
·1 year ago
ଦୁର୍ଗମରେ ପାଳିତ ଦୂର୍ଗା ପୂଜା

ଅର୍ଗସ ବ୍ୟୁରୋ:  ଜୟ ଦୁର୍ଗତି ନାଶିନି ମହିସା ମର୍ଦିନି ମା ଦୁର୍ଗାଙ୍କ ଆଜି ମାଙ୍କ ମହା ନବମୀ ପୂଜା ହେଉଛି, ପୁରପଲ୍ଲୀ ଚଳଚଞ୍ଚଳ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ସାତଭାୟା ଠାରେ ମହା ଆଡମ୍ବର ସହକାରେ ମହା ନବମୀ ପୂଜା ହେଉଛି।୧୧ ବର୍ଷ ଧରି ମା ପୁଜା ପାଈ ଆସୁଛନ୍ତି। ସାତଭାୟାରେ ଚୋରି ଡକାୟତି ଲୁଟପାଟ ଏବଂ ମାଓବାଦୀଙ୍କ ଉପଦ୍ରବ ଥିଲା, ମାଙ୍କ ପୂଜାର୍ଚ୍ଚନା ପରେ ଲୋକେ ନିର୍ଭୟରେ ବସବାସ କରୁଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Durga Puja celebrated in Durgam | Argus News