Videos
|
Odisha

ବାରାହାକୁ କାବୁ କଲାବେଳେ ତିନି ଆହତ

Manini Pattanayak
Browse all articles by Manini Pattanayak
·2 years ago·1 min read
ବାରାହାକୁ କାବୁ କଲାବେଳେ ତିନି ଆହତ

ଖୋର୍ଦ୍ଧା:  ଦିନ ଦିପ୍ରହରରେ ଶିଳ୍ପାଞ୍ଚଳ ମଧ୍ୟରେ ପସିଲା ଜଙ୍ଗଲି ବାରାହା। ଏହିଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ସାରୁଅ ଶିଳ୍ପାଞ୍ଚଳ ପରିସରରେ। ସୂଚନା ମୁତାବକ ସାରୁଅ ଶିଳ୍ପାଞ୍ଚଳ ର ସ୍ବାଇଁ ଆଲୁମିନିୟମ କମ୍ପାନୀ ପରିସରରେ ଏକ ଜଗଂଲି ବାରହା ଖାଦ୍ୟ ଅନ୍ବେଷଣ ରେ କମ୍ପାନୀ ମଧ୍ୟରେ ପସି ଯାଇଥିଲା। ବାରାହା ଦେଖି କମ୍ପାନୀ ର ଗେଟ ରେ ଥିବା ସିକ୍ୟୁରିଟି କର୍ମଚାରୀ ବାରାହାକୁ  ଅଟାଇବା ସମୟରେ ଆହାତ ହୋଇଛନ୍ତି।

ସେହିପରି ଅନ୍ୟ ଜଣେ କର୍ମଚାରୀ ମଧ୍ୟ ବାରାହା ଦ୍ବାରା ଆହାତ ହୋଇ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।  ଘଟଣା ସ୍ଥଳରେ ପହଞ୍ଚିଥଲେ ବନବିଭାଗ କର୍ମଚାରୀ।  ବାରାହାକୁ କାବୁ କଲାବେଳେ  ବନ ସୁରକ୍ଷା କର୍ମଚାରୀ ଆହାତ ହୋଇଥିଲେ। ଦୀର୍ଘ ସମୟ ପରେ ବାରାହାକୁ କାବୁ କରିଥିଲା ବନବିଭାଗ।  ତେବେ ଜଗଂଲି ବାରାହା ଙ୍କୁ ଦେଖି ଅଚଂଳରେ ଆତଙ୍କ ଖେଳି ଯାଇଥିବା ବେଳେ ଏଥିରେ ତିନିଜଣ ଆହାତ ହୋଇଛନ୍ତି।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
During the afternoon, the rescue jungle baraha in the industrial area. | Argus News