Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନିର୍ବାଚନ ସମୟରେ ବିଭିନ୍ନ ଦଳ ନାଁରେ ଆସୁଛି ଫେକ୍‌ କଲ

Odisha

ନିର୍ବାଚନ ସମୟରେ ବିଭିନ୍ନ ଦଳ ନାଁରେ ଆସୁଛି ଫେକ୍‌ କଲ

Ritu Das
Browse all articles by Ritu Das
·1 year ago
ନିର୍ବାଚନ ସମୟରେ ବିଭିନ୍ନ ଦଳ ନାଁରେ ଆସୁଛି ଫେକ୍‌ କଲ

ଅର୍ଗସ ବ୍ୟୁରୋ: ସାଇବର ଅପରାଧିଙ୍କ ନୂଆ ଫଣ୍ଡା। ଆପଣଙ୍କ ଭୋଟର ଆଇଡି ହଜିଯାଇଛି। ନୂଆ ଭୋଟର ଆଇଡି ପାଇଁ ଲିଙ୍କ ପଠାଇଲୁ। ତା ଉପରେ କ୍ଲିକ କରନ୍ତୁ। ଯିଏ ସେହି ଲିଙ୍କରେ କ୍ଲିକ କରୁଛି ତା ଆକାଉଣ୍ଟ ଖାଲି ହୋଇଯାଉଛି। ସେହିଭଳି ବର୍ତ୍ତମାନ ନିର୍ବାଚନ ସମୟରେ ବିଭିନ୍ନ ଦଳ ନାଁରେ ଆସୁଛି ଫେକ କଲ। ଆପଣଙ୍କ ପାଖକୁ ଲିଙ୍କ ଗଲା। 

ସେଥିରେ କ୍ଲିକ କଲେ ଆପଣଙ୍କ ଫୋନରେ ଅନ ଲିମିଟେଡ ରିଚାର୍ଜ ହେବ। ଯିଏ ଏହି ଲିଙ୍କରେ କ୍ଲିକ କଲା ତା ଆକାଉଣ୍ଟ ଖାଲି। ଏହି ସବୁ ଅଫରରୁ ଦୂରେଇ ରହିବାକୁ ଭୁବନେଶ୍ବର ଡିସିପି ଅପିଲ କରିଛନ୍ତି। ଠକେଇର ଶିକାର ବ୍ୟକ୍ତି 1930ରେ ତୁରନ୍ତ ଅଭିଯୋଗ କରିବାକୁ ଅନୁରୋଧ କରିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
During the election | Argus News