School Student Safety / ଖେଳ ଛୁଟି ବେଳେ ଡାକୁଥିଲେ; ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ଉପରେ ଶିକ୍ଷକଙ୍କ ଖରାପ ଦୃଷ୍ଟି
·1 hour ago·2 min read

Key Points
ଗୁରୁ ଶିଷ୍ୟ ସମ୍ପର୍କରେ ପୁଣି ଲାଗିଲା କଳଙ୍କ
ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ଉପରେ ଖରାପ ଦୃଷ୍ଟି
ଅସଦାଚରଣ କଲେ ପାଠ ପଢାଉଥିବା ଶିକ୍ଷକ
ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ଉପରେ ଖରାପ ଦୃଷ୍ଟି
ଅସଦାଚରଣ କଲେ ପାଠ ପଢାଉଥିବା ଶିକ୍ଷକ
ବାଲେଶ୍ଵର: ଗୁରୁ ଶିଷ୍ୟ ସମ୍ପର୍କରେ ପୁଣି ଲାଗିଛି କଳଙ୍କ । ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଥାନା ଅନ୍ତର୍ଗତ ରଣସାହି ପଞ୍ଚାୟତର ଜୟନଗର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଅଭାବନୀୟ ଘଟଣା । ପଞ୍ଚମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ଶିକ୍ଷକଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ । ଖେଳ ଛୁଟିରେ ଡାକି ବାରମ୍ବାର ଛାତ୍ରୀ ଜଣକୁ ଶିକ୍ଷକ ଅସଦାଚରଣ କରୁଥିବା ଅଭିଯୋଗ ହୋଇଆସୁଥିଲା ।
ପଢନ୍ତୁ ଏହି ଖବର: ଗୁରୁ ନାଁରେ କଳଙ୍କ; ଟ୍ୟୁସନ ବାହାନାରେ ହୋଟେଲରେ ରଖି ଛାତ୍ରଙ୍କୁ ଯୌନ ନିର୍ଯାତନା
- ଖେଳ ଛୁଟି ବେଳେ ଡାକୁଥିଲେ
- ଏମିତି ଧରାପଡ଼ିଲେ ଶିକ୍ଷକ
ପଢନ୍ତୁ ଏହି ଖବର: ଗୁରୁ ନାଁରେ କଳଙ୍କ; ଟ୍ୟୁସନ ବାହାନାରେ ହୋଟେଲରେ ରଖି ଛାତ୍ରଙ୍କୁ ଯୌନ ନିର୍ଯାତନା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଛାତ୍ର ବି ଅସଦାଚରଣ ଶିକାର ହୋଇଥିଲେ
Related Topics
Explore more stories