Videos
|
Odisha

ବିଷାକ୍ତ ଛତୁ ଖାଇ ୪ ଗୁରୁତର 

Manini Pattanayak
Browse all articles by Manini Pattanayak
·2 years ago
ବିଷାକ୍ତ ଛତୁ ଖାଇ ୪ ଗୁରୁତର 

ବାଲେଶ୍ୱର: ବିଷାକ୍ତ ଛତୁ ଖାଇ ଜଣେ ବର୍ଷକର ଶିଶୁକନ୍ୟା ସମେତ ୪ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତର ଙ୍କୁ ନୀଳଗିରି ମେଡ଼ିକାଲ ରେ ଭର୍ତ୍ତି ପରେ ଶିଶୁ ସମେତ ତିନି ଜଣଙ୍କୁ ବାଲେଶ୍ଵର ଫକୀର ମୋହନ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ନୀଳଗିରି ଥାନା ପଞ୍ଚଲିଙ୍ଗେଶ୍ୱର ନିକଟ ଗୁଡିସାହି ଗ୍ରାମର ଘଟଣା।

ଆଜି ସକାଳେ ପାଖ ଜଙ୍ଗଲରୁ ଛତୁ ଆଣି ଖାଇଥିଲେ ଜେମା ସିଂଙ୍କ  ପୁରା ପରିବାର। ଜେମା ସିଂ ଓ ତାଙ୍କ  ବହୁ, ସଂପର୍କୀୟ ଦାଦା ନାତୁଣୀ ବିଷାକ୍ତ ଛତୁ ଖାଈ ଗୁରୁତର ହୋଇଛନ୍ତି। 

ଅଧିକ ପଢନ୍ତୁ ଓଡିଶା ଖବର  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Eating poisonous mushrooms 4 is serious | Argus News