Raid In Sweet Stall / ହୋଟେଲରେ ମିଠା ଖାଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ
·1 hour ago·1 min read

Key Points
ମିଠା ଦୋକାନରେ ରେଡ୍
ଭୂବନେଶ୍ବରର ବିଭିନ୍ନ ମିଠା ଦୋକାନରେ ରେଡ୍
ବିଭିନ୍ନ ମିଠା ଦୋକାନରେ ଫୁଡ ସେଫଟି ଟିମର ରେଡ୍

ଭୂବନେଶ୍ବର,୦୬/୧୧: ହୋଟେଲରେ ମିଠା ଖାଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ। ହୋଟେଲରେ ବିକ୍ରି ହେଉଥିବା ମିଠାର ମାନ ଓ ସତେଜତା ଯାଞ୍ଚ କରନ୍ତୁ। ଫ୍ରିଜ୍ରେ କେତେ ଦିନର ମିଠା ରହୁଛି, ତାହା ଜାଣିବା ଜରୁରୀ। ମିଠା କିଣିବା ପୂର୍ବରୁ ତାହାର ଗୁଣବତ୍ତା ଓ ଏକ୍ସପାୟରୀ ଡେଟ୍ ନିଶ୍ଚିତ ଯାଞ୍ଚ କରନ୍ତୁ।ଦୀପାବଳି ପୂର୍ବରୁ ରାଜଧାନୀରେ ବିଭିନ୍ନ ମିଠା ଦୋକାନରେ ଫୁଡ ସେଫଟି ଟିମ ପକ୍ଷରୁ ଚଢ଼ାଉ।
ଫ୍ରିଜ୍ରେ କେତେ ଦିନର ମିଠା?
ମିଠା ଦୋକାନରେ ଫ୍ରିଜ୍ରେ ରଖାଯାଇଥିବା ମିଠା କେତେ ଦିନର ପୁରୁଣା, ତାହା ଜାଣିବା ଗ୍ରାହକଙ୍କ ପାଇଁ ମଧ୍ୟ ଜରୁରୀ। ମିଠାର ସଂରକ୍ଷଣ ତାପମାତ୍ରା ଠିକ୍ ରହୁଛି କି ନାହିଁ, ଏହାର ଗୁଣବତ୍ତା ଓ ସତେଜତା ଠିକ୍ ଅଛି କି ନାହିଁ, ତାହା ଉପରେ ନଜର ରଖିବା ଆବଶ୍ୟକ।
ପଢନ୍ତୁ ଏହି ଖବର: ଦୀପାବଳି ପୂର୍ବରୁ ବିଭିନ୍ନ ମିଠା ଦୋକାନରେ ଚଢାଉ, ମିଠା ଉପରେ ବୁଲୁଥିଲେ ମୂଷା, ପନିରରେ ମିଶିଥିଲା ଷ୍ଟାର୍ଚ୍ଚ!

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମିଠା କିଣିବା ପୂର୍ବରୁ ସାବଧାନ !
ଗ୍ରାହକମାନେ ମଧ୍ୟ ମିଠା କିଣିବା ସମୟରେ କିଛି ସତର୍କତା ଅବଲମ୍ବନ କରିବା ଉଚିତ। ପ୍ୟାକେଟ୍ରେ ମିଠା କିଣୁଥିଲେ ତାହାର ଉତ୍ପାଦନ ଓ ଏକ୍ସପାୟରୀ ଡେଟ୍ ଯାଞ୍ଚ କରନ୍ତୁ। ମିଠାର ରଙ୍ଗ, ଗନ୍ଧ ଓ ଅବସ୍ଥା ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ। ସନ୍ଦେହଜନକ ମିଠା କିଣନ୍ତୁ ନାହିଁ। ଦୀପାବଳି ଭଳି ପାର୍ବଣ ସମୟରେ ମିଠା ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଚାହିଦା ବଢ଼ିଥାଏ। ଏହାର ସୁଯୋଗ ନେଇ କେତେକ ଅସାଧୁ ବ୍ୟବସାୟୀ ଖାଦ୍ୟର ଗୁଣବତ୍ତା ଓ ସ୍ୱଚ୍ଛତାକୁ ଅଣଦେଖା କରିଥାନ୍ତି

Related Topics
Explore more stories