Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୩ଦିନିଆ ଓଡିଶା ଗସ୍ତରେ ଇଡିର ନିର୍ଦ୍ଦେଶକ ରାହୁଲ ନବୀନ

Rashmita Mishra
Browse all articles by Rashmita Mishra
·1 year ago
୩ଦିନିଆ ଓଡିଶା ଗସ୍ତରେ ଇଡିର ନିର୍ଦ୍ଦେଶକ ରାହୁଲ ନବୀନ

ଅର୍ଗସ ବ୍ୟୁରୋ: ୩ଦିନିଆ ଓଡିଶା ଗସ୍ତରେ ଆସିବେ ଇଡିର ନିର୍ଦ୍ଦେଶକ ରାହୁଲ ନବୀନ । ଆସନ୍ତାକାଲି ସନ୍ଧ୍ୟାରେ ଭୁବନେଶ୍ବରରେ ପହଂଚିବେ । ଭୁବନେଶ୍ବରରେ ପହଂଚିବାପରେ ରାହୁଲ ନବୀନ ପୁରୀ ଗସ୍ତ କରି ଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ୨୮ ତାରିଖ ସକାଳେ କଟକରେ ବସିବାକୁ ଥିବା କଳାଧନ ସମ୍ପର୍କିତ ଏସଆଇଟି ବୈଠକରେ ୟୋଗଦେବେ । ୨୯ ତାରିଖରେ ଭୁବନେଶ୍ବର ଇଡି ଅଫିସକୁ ଯିବାର କାର୍ଯ୍ୟକ୍ରମ ରହିଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ED Director Rahul Naveen on a 3-day visit to Odisha | Argus News