ଭୁବନେଶ୍ବରରେ ଇଡି ନିର୍ଦ୍ଦେଶକ ରାହୁଲ ନବୀନ
·1 year ago

ଭୁବନେଶ୍ୱର: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ଇଡି ନିର୍ଦ୍ଦେଶକ ରାହୁଲ ନବୀନ । ୩ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଇଡି ନିର୍ଦ୍ଦେଶକ ରାହୁଲ ନବୀନଙ୍କ ସମେତ ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସର ଚେୟାରମେନ ରବି ଅଗ୍ରୱାଲ ଏବଂ ଭାରତର ଆଟନରୀ ଜେନେରାଲ ଆର୍ ଭେଙ୍କଟ ରମଣୀ ।
ଆଜି ପୁରୀ ହୋଟେଲ ମେଫେୟାରରେ ରାତ୍ରୀ ଯାପନ କରିବା ପରେ ଆସନ୍ତାକାଲି କଟକରେ ଏସଆଇଟି ବୈଠକରେ ଯୋଗଦେବେ । ଅପରାହ୍ନରେ ପୁରୀରେ ପହଞ୍ଚି ମହପ୍ରଭୁଙ୍କ ଦର୍ଶନ କରିବେ ଏବଂ ୨୯ ତାରିଖରେ ଭୁବନେଶ୍ବର ଇଡି ଅଫିସରେ କାର୍ଯ୍ୟକ୍ରମ ସରିବା ପରେ ଦିଲ୍ଲୀ ଫେରିଯିବାର ରହିଛି କାର୍ଯ୍ୟକ୍ରମ ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: