ବିଧାୟକ ପ୍ରଫୁଲ୍ଲ ସାମଲ ଙ୍କ ଘରେ ଇଡି ରେଡ
·2 years ago

ଭଦ୍ରକ : ଭଦ୍ରକରେ ଇଡି ଚଢ଼ାଉ । ପୂର୍ବତନ ମନ୍ତ୍ରୀ ତଥା ଏବେ କାର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଙ୍କ ଘରେ ଚଢ଼ାଉ । ଭଦ୍ରକ ସହରର 4 ଟି ସ୍ଥାନ ରେ ଚଢ଼ାଉ ହେଉଥିବା ସୂଚନା ମିଳିଛି । ତେବେ ବରପଦା ଇଂଜିନିୟରିଂ କଲେଜର ପୂର୍ବତନ ଅଧକ୍ଷଙ୍କ ଘରେ ମଧ୍ୟ ଚଢ଼ାଉ ହେଉଥିବା ସୂଚନା ମିଳିଛି । ତେବେ ପ୍ରଫୁଲ୍ଲ ସାମଲଙ୍କ ସାବନା ବଜାର ସ୍ଥିତ ଘର , ବରପଦା ଇଂଜିନିୟରିଂ କଲେଜର ପୂର୍ବତନ ଅଧକ୍ଷଙ୍କ ଅପର୍ତ୍ତିବିନ୍ଧା ସ୍ଥିତ ଘରେ ମଧ୍ୟ ଚଢ଼ାଉ ହେଉଛି.ତେବେ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସୁରକ୍ଷା ବଳୟରେ ଚଢ଼ାଉ ହେଉଛି ।
ଅଧିକ ପଢନ୍ତୁ : ୧୦ ଟି ସ୍ଥାନରେ ଚଢାଉ ଚାଲିଛି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: