Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କେନ୍ଦୁଝରର ବେଆଇନ ଲୁହା ଖଣି ମାମଲାରେ ଇଡିର ରେଡ୍

Odisha

କେନ୍ଦୁଝରର ବେଆଇନ ଲୁହା ଖଣି ମାମଲାରେ ଇଡିର ରେଡ୍

Smruti Parija
Browse all articles by Smruti Parija
·2 years ago
କେନ୍ଦୁଝରର ବେଆଇନ ଲୁହା ଖଣି ମାମଲାରେ ଇଡିର ରେଡ୍

କେନ୍ଦୁଝର: ବେଆଇନ ଲୁହା ଖଣିରେ ଇଡିର ଚଢ଼ାଉ (ILLEGAL IRON MINES) । (KEONJHAR)କେନ୍ଦୁଝର ଯୋଡ଼ାରେ ବେଆଇନ ଲୁହା ଖଣି ଖନନ ମାମଲାରେ ଇଡିର ରେଡ୍ (ENFORCEMENT DIRECTORATE) । ୪ଟି ସହରର ୧୨ଟି ଜାଗାରେ ଚଢ଼ାଉ(RAID) କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦୀପକ ଷ୍ଟିଲ୍‌ ଓ ସ୍ନେହପୁରୁଷ ମାର୍କେଟିଂ ସଂସ୍ଥାରେ ଚଢ଼ାଉ। ଭୁବନେଶ୍ବର, ରାଉରକେଲା, ବଡ଼ବିଲ ଓ କୋଲ୍‌କାତାରେ ଚଢ଼ାଉ (ED RAID)ହୋଇଥିବା ସୂଚନା ମିଳିଛି । 

ଚଢ଼ାଉ ବେଳେ ୧.୨୪ କୋଟିର ସୁନା, ୩୦ ଲକ୍ଷ ଟଙ୍କା ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଦାମୀ କାର୍‌ ଓ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ବି ଜବତ ହୋଇଥିବା ଜଣାପଡିଛି। ୧.୨୩ କୋଟିର ୬ଟି ବ୍ୟାଙ୍କ ଜମା ଫ୍ରିଜ୍‌ କରିବାକୁ ନିର୍ଦେଶ ଦେଇଢି ଇଡି ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Ed-RAID-ON- illegal iron ore mining in Keonjhar | Argus News