Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ଘଟଣା: ପ୍ରୟାସ କାନ୍ତିଙ୍କୁ ଇଡିର ସମନ

Odisha

ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ଘଟଣା: ପ୍ରୟାସ କାନ୍ତିଙ୍କୁ ଇଡିର ସମନ

Banajyotshna Ray
Browse all articles by Banajyotshna Ray
·2 years ago
ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ଘଟଣା: ପ୍ରୟାସ କାନ୍ତିଙ୍କୁ ଇଡିର ସମନ

ଅର୍ଗସ ବ୍ୟୁରୋ: ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ଘଟଣା । ବିଧାୟକ ପ୍ରଫୁଲ ସାମଲ ପୁଅ ପ୍ରୟାସ କାନ୍ତିଙ୍କୁ ଇଡିର ସମନ । ଜମି ସମ୍ପର୍କିତ ସମସ୍ତ ଦସ୍ତାବିଜ ସହ ଇଡିରେ ହାଜର ହେବାକୁ ସମନ ଜାରି ହୋଇଛି । 20 କୋଟି ଟଙ୍କା ଜମି ଦୁର୍ନୀତି ଘଟଣାରେ ଭୁବନେଶ୍ବର ଓ ଭଦ୍ରକର 10ଟି ସ୍ଥାନରେ ଚଢ଼ାଉ କରିଥିଲା ଇଡ଼ି । ଚଢ଼ାଉବେଳେ ପ୍ରୟାସକାନ୍ତଙ୍କ ପାଖରୁ 10 ଲକ୍ଷ ଟଙ୍କା ସହ ଏକ ଦାମୀ ଗାଡି ଜବତ କରିଥିଲା ଇଡ଼ି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
ED summons Prafulla Samal son Prayas Kanti | Argus News