Videos
|
Odisha

ଆସନ୍ତାକାଲି ନୂହେଁ  ୧୧ରେ ପାଳନ ହେବ ଇଦ୍‌ 

Manini Pattanayak
Browse all articles by Manini Pattanayak
·2 years ago
ଆସନ୍ତାକାଲି ନୂହେଁ  ୧୧ରେ ପାଳନ ହେବ ଇଦ୍‌ 

 କଟକ: ଆସନ୍ତା ୧୧ ତାରିଖରେ ପାଳନ ହେବ ଇଦ୍।  ଅଞ୍ଜୁମାନ ଇସଲାମିଆ ଆହେଲ ସୁନତ ଓ ଜମାତ ଚାନ୍ଦ କମିଟିର ଏହି ନିଷ୍ପତ୍ତି।  ଆଜି ଚାନ୍ଦ ଦେଖା ନଯିବାରୁ ୧୧ରେ ଇଦ୍ ପାଳିବାକୁ ନିଷ୍ପତ୍ତି ହୋଇଛି।  ଇଦକୁ ପାଳିବା ପାଇଁ ଭାଇଚାରା ସହର କଟକରେ ଇସଲାମ ଧର୍ମାଲମ୍ବି ଲୋକେ ମନରେ ବେଶ ଉତ୍ସାହିତ ଥିବା ବେଳେ ବିଭିନ୍ନ ମସଜିଦ ମାନଙ୍କରେ ସାମୁହିକ ନମାଜ ପାଠ ପଢିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଗୋଟିଏ ମାସର ଓଷା ପରେ ଆଜି ସରୁଛି ରମଜାନ ମାସ।  ୧୧ରେ ଇଦ୍‌ ପାଳିବା ନେଇ ମସଜିଦ ମାନଙ୍କରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବିଧି ମୁତାବକ  ଆଜି ସନ୍ଧ୍ୟାରେ ଚାନ୍ଦ ନଦେଖାଯିବାରୁ  ୧୧ ରେ ଇଦ୍‌ ପାଳନ ହେବା ନେଇ ନିଷ୍ପତ୍ତି ହୋଇଛି ।  
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Eid will be celebrated on the next 11th. The decision of Anjuman Islamia Ahl Sunat and Jamaat Chand Committee. | Argus News