|
logo
Live

Argus News - ଠାକୁରଙ୍କ ବିଷୟରେ କହି ଲୁଟିନେଲେ ସୁନା ସହ ୮ ହଜାର ଟଙ୍କା

Odisha

ଠାକୁରଙ୍କ ବିଷୟରେ କହି ଲୁଟିନେଲେ ସୁନା ସହ ୮ ହଜାର ଟଙ୍କା

Swayangprajna Mishra
Browse all articles by Swayangprajna Mishra
·2 years ago
ଠାକୁରଙ୍କ ବିଷୟରେ କହି ଲୁଟିନେଲେ ସୁନା ସହ ୮ ହଜାର ଟଙ୍କା

ଢେଙ୍କାନାଳ : ଅଭିନବ ଉପାୟରେ ଟଙ୍କା ଲୁଟ । ଠାକୁରଙ୍କ ନାଁ ରେ ଲୁଟିନେଲେ ସୁନା ସହ ଆଠ ହଜାର ଟଙ୍କା । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସହର ମିନାବଜାରରେ । କାମାକ୍ଷାନଗରର ଦୁଇ ମା ଝିଅ ମୋବାଇଲ ସଜାଡିବାକୁ ଆସିଥିଲେ । ଏହି ସମୟରେ ଦୁଇଜଣ ଭଣ୍ଡ ଆସି ତାଙ୍କୁ ଠାକୁରଙ୍କ ବିଷୟରେ କହି ସୁନା ଟଙ୍କା ଲୁଟି ଯାଇଥିଲେ ।

ଅଧିକ ପଢନ୍ତୁ : ତାଲା ଭାଙ୍ଗି ଘରୁ ନେଇଗଲେ 20 ଲକ୍ଷ ଟଙ୍କାର ଗହଣା

ସୂଚନା ମୁତାବକ ୫୦ ଗ୍ରାମ ସୁନା ସହ ୮ ହଜାର ଟଙ୍କା ଲୁଟି ନେଇଥିଲେ ଏହି ଲୁଟେରା । ଟାଉନ୍ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଠାକୁରଙ୍କ ବିଷୟରେ କହି ଲୁଟିନେଲେ ସୁନା ସହ ୮ ହଜାର ଟଙ୍କା | Argus News