Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ମା' ପୁଅଙ୍କୁ ହଟାଅ ନାରାଦେଇ ଏକାଠି ହେଲେ ନିର୍ବାଚିତ ପ୍ରତିନିଧି

Odisha

ମା' ପୁଅଙ୍କୁ ହଟାଅ ନାରାଦେଇ ଏକାଠି ହେଲେ ନିର୍ବାଚିତ ପ୍ରତିନିଧି

Banajyotshna Ray
Browse all articles by Banajyotshna Ray
·2 years ago
ମା' ପୁଅଙ୍କୁ ହଟାଅ ନାରାଦେଇ  ଏକାଠି ହେଲେ ନିର୍ବାଚିତ ପ୍ରତିନିଧି

ଅର୍ଗସ ବ୍ୟୁରୋ:  ଗଞ୍ଜାମ ଜିଲ୍ଲା ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ପୁଣି ବଢିଲା ଅଡୁଆ l ମା ପୁଅଙ୍କୁ ହଟାଅ ନାରାଦେଇ ପୁଣି ଏକାଠି ହେଲେ ଆସିକା ନିର୍ବାଚନ ମଣ୍ଡଳୀର ବହୁ ନିର୍ବାଚିତ ପ୍ରତିନିଧି l ଆଗାମୀ ସାଧାରଣ ନିର୍ବାଚନରେ ତାଙ୍କୁ କିମ୍ବା ତାଙ୍କୁ ପରିବାରର ଅନ୍ୟ କୌଣସି ସଦସ୍ୟଙ୍କୁ ଟିକେଟ୍ ଦେଲେ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି ଅସନ୍ତୁଷ୍ଠ ଗୋଷ୍ଠୀ ।

ଆସିକା ବ୍ଲକ ଚାଟୁଳା ଗାଁରେ ଧକ୍ଷିଣ ଓଡିଶା ସରପଞ୍ଚ ମହାସଙ୍ଘ ସଭାପତି ଭବାନୀଶଙ୍କର ମଲ୍ଲୀକଙ୍କ ନେତୃତ୍ୱରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଧାୟିକା ଓ ତାଙ୍କ ପୁଅ ନିର୍ବାଚନ ମଣ୍ଡଳିରେ ଚଳାଇଥିବା ଅରାଜକତା ଓ ପିସ କାରବାର ବିଷୟରେ ଆଲୋଚନା କରିଥିଲେ । ଆଗାମୀ ନିର୍ବାଚନରେ ଏହି ନତାଙ୍କୁ ପ୍ରତ୍ୟାକ୍ଷାନ କରାଯିବା ନେଇ ମତ ରଖିଥିଲେ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored