Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ବିଜେପି ମୁଖ୍ୟାଳୟରେ ନିର୍ବାଚନ କୋର କମିଟି ବୈଠକ

Odisha

ବିଜେପି ମୁଖ୍ୟାଳୟରେ ନିର୍ବାଚନ କୋର କମିଟି ବୈଠକ

Ritu Das
Browse all articles by Ritu Das
·2 years ago
ବିଜେପି ମୁଖ୍ୟାଳୟରେ ନିର୍ବାଚନ କୋର କମିଟି ବୈଠକ

ଅର୍ଗସ ବ୍ୟୁରୋ: ବିଜେପି ମୁଖ୍ୟାଳୟରେ ନିର୍ବାଚନ କୋର କମିଟି ବୈଠକ। ଓଡ଼ିଶା ନେତାଙ୍କ ସହିତ ବିସ୍ତୃତ ଆଲୋଚନା କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଅମିତ୍ ଶାହା। ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଦକ୍ଷ ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର, ଜୁଏଲ୍ ଓରାମ, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର,ଲତା ଉସେଣ୍ଡି, ସଂଗଠନ ସମ୍ପାଦକ ମାନସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। 

ଉଭୟ ଲୋକସଭା ଓ ବିଧାନସଭାର ସମସ୍ତ ଆସନ ନେଇ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। ତେବେ ବୈଠକ ପରେ ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟାରେ କହିଚନ୍ତି। ବୈଠକ ସରିନାହିଁ। ଆଲୋଚନା ଜାରି ରହିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Election core committee | Argus News