|
logo
Live

Argus News - ନିର୍ବାଚନୀ ହିଂସା , ଘରେ ନିଆଁ ଲାଗି ସର୍ବସ୍ବ ନଷ୍ଟ

Odisha

ନିର୍ବାଚନୀ ହିଂସା , ଘରେ ନିଆଁ ଲାଗି ସର୍ବସ୍ବ ନଷ୍ଟ

Swayangprajna Mishra
Browse all articles by Swayangprajna Mishra
·1 year ago
ନିର୍ବାଚନୀ ହିଂସା , ଘରେ ନିଆଁ ଲାଗି ସର୍ବସ୍ବ ନଷ୍ଟ

ଜଗତସିଂହପୁର : ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ଜଗତସିଂହପୁର ନିର୍ବାଚନୀ ହିଂସା ଦେଖିବାକୁ ମିଳୁଛି । ଗତ କାଲି ଵିଳମ୍ଵିତ ରାତିରେ ସଭାମୂଳ ପଞ୍ଚାୟତ ସଭାମୂଳ ଗାଁର ଵ୍ରହ୍ମାନନ୍ଦ ଭୋଇ ଘରେ କେହି ଦୃଵୁତ୍ତ ନିଆଁ ଲଗାଇଦେଇଛି । ଘରରେ ଥିବା ଆସବାବପତ୍ର, ଟଙ୍କା ସୁନା ସବୁ ଜଳି ପୋଡି ପାଉଁଶ ହୋଇଯାଇଛି । ରାତିରେ ବ୍ରହ୍ମାନନ୍ଦ ପରିବାର ଲୋକ ଶୋଇଯାଇଥିଲା ବେଳେ ହାଠାତ୍ ନିଆଁ ଲାଗିଯାଇଥିଲା ।

ଅଧିକ ପଢନ୍ତୁ : କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉପରେ ବୋମା ପକାଇ ଉଡ଼ାଇ ଦେବାକୁ ଧମକ

ତେବେ ସୌଭାଗ୍ୟବଶତଃ ପରିବାରର କାହାରି ଜୀବନ ହାନି ହୋଇନଥିବାବେଳେ,୨ ଟି ଗାଈ ପୋଡିଯିବା ସହ ୧୦ଟି ବସ୍ତା ଧାନ ପୋଡିଯାଇଥିବା ଜଣାପଡିଛି । ନିଆଁରେ ସର୍ବସ୍ବ ହରାଇ ଏବେ ଅସହାୟ ହୋଇପଡିଛନ୍ତି ଵ୍ରହ୍ମାମାନନ୍ଦ । ଏହି ବିଷୟରେ ସେ ଜଗତସିଂହପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ନିର୍ବାଚନୀ ହିଂସା , ଘରେ ନିଆଁ ଲାଗି ସର୍ବସ୍ବ ନଷ୍ଟ | Argus News