ଖଲ୍ଲିକୋଟ ପରେ ପୁଣି ପୋଲସରାରେ ନିର୍ବାଚନୀ ହିଂସା
·2 years ago

ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ପରେ ପୁଣି ପୋଲସରା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଶତ୍ରୁତାରୁ ଗୁଳି ଫୁଟିଲା। ଗଣେଶ ଖଟେଇ ଓରଫ ଗଣି ନାମକ ଜଣେ ଯୁବକଙ୍କ ଉପରକୁ ଦୁର୍ବୃତ୍ତଙ୍କ ଗୁଳିମାଡ ହୋଇଛି।
ବିଜେଡି କର୍ମୀଙ୍କ ସଂଘବଦ୍ଧ ଆକ୍ରମଣରେ ବିଜେପି କର୍ମୀଙ୍କ ମୃତ୍ୟୁ ଅଭିଯୋଗ
କେତେକ ଦୁର୍ବୃତ୍ତ ମୋଟର ସାଇକଲରେ ଆସି କଲେଜ ଛକ ନିକଟରେ ପଏଣ୍ଟ ବ୍ଲାଙ୍କରୁ ଗୁଳି ଚଳାଇଥିବା ବେଳେ ଗଣିଙ୍କ ମୁଣ୍ଡରେ ଘସି ହୋଇ ଗୁଳିଟି ଖସି ଯାଇଥିବା ଜଣା ପଡିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର