Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶତାଧିକ ପୁରୁଷ ଏବଂ ମହିଳାଙ୍କ ଭୋଟ ବର୍ଜନ  

Manini Pattanayak
Browse all articles by Manini Pattanayak
·2 years ago
ଶତାଧିକ ପୁରୁଷ ଏବଂ ମହିଳାଙ୍କ ଭୋଟ ବର୍ଜନ  

ବଲାଙ୍ଗିର:  ଟଙ୍କା କାରବାରକୁ କେନ୍ଦ୍ର କରି ଭୋଟ ବର୍ଜନ । ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମର ଶତାଧିକ ପୁରୁଷ ଏବଂ ମହିଳା ଭୋଟ ବର୍ଜନ କରିଥିବା ସୂଚନା । ସୂଚନାନୁସାରେ ଆଜି ବଲାଙ୍ଗିର ଲୋକସଭାରେ ନିର୍ବାଚନ ହେଉଅଛି ।

କିନ୍ତୁ ଗ୍ରାମର କିଛି ଅସାଧୁ ବ୍ୟକ୍ତି କିଛି ନେତାଙ୍କ ଠାରୁ ଟଙ୍କା ଆଣି ନିଜେ ଆତ୍ମସାତ କରିଥିବା ଗ୍ରାମବାସୀ ଜାଣିବାକୁ ପାଇଲେ । ଭୋଟ ଦେବାକୁ କାହିଁକି କିଏ ଟଙ୍କା ଆଣି ଗ୍ରାମବାସୀଙ୍କୁ ବଣ୍ଟନ କରିନାହିଁ । ଗ୍ରାମରେ କିଛି ଲୋକ କାହିଁକି ଟଙ୍କା ଆଣିଲେ ଏହାକୁ ନେଇ ଗ୍ରାମରେ ଚାପା ଉତ୍ତଜନା ଲାଗିରହିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Elections are being held in Balangir Lok Sabha today | Argus News