Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଘର ଭାଙ୍ଗିବା ସହ ଚାଉଳ ଖାଇଗଲା ଗଜରାଜ 

Odisha

ଘର ଭାଙ୍ଗିବା ସହ ଚାଉଳ ଖାଇଗଲା ଗଜରାଜ 

Manini Pattanayak
Browse all articles by Manini Pattanayak
·1 year ago
ଘର ଭାଙ୍ଗିବା ସହ ଚାଉଳ ଖାଇଗଲା ଗଜରାଜ 

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜର ବାବୁନୁଆଗାଁ, ଗୁଡ଼ିଆଳୀ ଅଞ୍ଚଳରେ ମଧ୍ୟ ରାତ୍ରିରେ ଗୋଟିକିଆ ଦନ୍ତାହାତୀ କିଛିଦିନ ହେଲାଣି ବିଭିନ୍ନ ଗ୍ରାମରେ ଲୋକଙ୍କ ନିଦ ହଜେଇଦେଇଛି । ଗତକାଲି ମଧ୍ୟରାତ୍ରୀରେ ଦନ୍ତା ହାତୀ ଆସି ତିନୋଟି ଘର ଭାଙ୍ଗିଥିବା ବେଳେ ଜୟନ୍ତ ମାଝୀ ଘରକୁ ଆସି ତାଙ୍କ ସମ୍ପୂର୍ଣ୍ଣ ଘର ଭାଙ୍ଗିଦେଇଥିବା ବେଳେ ଘର ଭିତରେ ତାଙ୍କ ପତ୍ନୀ ଓ ଦୁଇ ଛୁଆ ଶୋଇଥିଲେ ।

 ହାତୀ ଘର ଭାଙ୍ଗିବା ଦ୍ୱାରା ଇଟା ପଡି ଚାପି ହୋଇ ରହିଯାଇଥିଲେ ଛୁଆ ଆଉ ମା । ହାତୀ ଗଲା ପରେ ଗ୍ରାମବାସୀ ଆସି ଉଦ୍ଧାର କରିଲେ । ସେହିଭଳି ହୃଷିକେଶ ପାତ୍ର ତାଙ୍କ ଘରର ପାଚେରୀ ଭାଙ୍ଗିବା ସହ ଧାନ ଚାଉଳ ଖାଇଗଲା ହାତୀ  । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
elephant destroyed houses and ate rice | Argus News