Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶିକାର ପାଇଁ ଖାଦ୍ୟରେ ଲଗାଯାଇଥିଲା ବୋମା, ଖାଇଦେଲା ହାତୀ

Banajyotshna Ray
Browse all articles by Banajyotshna Ray
·2 years ago
ଶିକାର ପାଇଁ ଖାଦ୍ୟରେ ଲଗାଯାଇଥିଲା ବୋମା, ଖାଇଦେଲା ହାତୀ

ଅର୍ଗସ ବ୍ୟୁରୋ:  ବୋମା ଖାଇ ହାତୀ ମୃତ । ଭରତପୁର ଜଙ୍ଗଲରେ ଅଭାବନୀୟ ଘଟଣା । ଚିକିତ୍ସା ସତ୍ୱେ ବଞ୍ଚି ପାରିଲାନି ଦନ୍ତା । ଗତକାଲି ଠାରୁ ଚିକିତ୍ସା କରୁଥିଲେ ଓୟୁ ଏ ଟି ଓ ନନ୍ଦନକାନନ ର ଡାକ୍ତରୀ ଦଳ । ଆଜି ହାତୀ ର ମୃତ୍ୟୁ ହୋଇଥିବା ସୂଚନା  । 10 ଦିନ ତଳେ ଖୋର୍ଦ୍ଧା ଅଞ୍ଚଳ ରୁ ଭରତପୁର ଜଙ୍ଗଲ କୁ ଆସିଥିଲା ହାତୀ । ଶିକାର ପାଇଁ ଖାଦ୍ୟ ରେ ବୋମା ଲଗା ଯାଇଥିବା ଅନୁମାନ କରାଯାଉଛି । ବୋମା ଫାଟିବା ଯୋଗୁଁ ହାତୀ ର ଜିଭ ଛିଣ୍ଡିବା ସହ ମାଢି ଫାଟି ଯାଇଥିଲା । ତେବେ ହାତୀ ଟି ଖୋର୍ଦ୍ଧା ରେ ଵୋମା ଖାଇଛି ନା ଭରତପୁର ରେ ତାହା ଜଣା ପଡିନି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Elephant died after eating bomb | Argus News