Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୧୧ କେଭି ବିଦ୍ୟୁତ ତାର ସଂଶ୍ପର୍ଷରେ ଆସି ହାତୀ ମୃତ

Smruti Parija
Browse all articles by Smruti Parija
·2 years ago
୧୧ କେଭି ବିଦ୍ୟୁତ ତାର ସଂଶ୍ପର୍ଷରେ ଆସି ହାତୀ ମୃତ

ସମ୍ବଲପୁର: ବିଦ୍ୟୁତ ତାର ସଂଶ୍ପର୍ଷରେ ଆସି ମାଈ ହାତୀ ମୃତ । ସଦର ରେଞ୍ଜ ଝାଙ୍କରବାହାଲିରେ ୧୧ କେଭି ବିଦ୍ୟୁତ ତାର ସଂଶ୍ପର୍ଷରେ ଆସି ହାତୀ ମୃତ୍ୟ ହୋଇଥିବା ସୂଚନା ମିଳିଛି । ବସିଆପଡା ଅଞ୍ଚଳରୁ ହାତୀ ପଳ ଯିବା ସମୟରେ ଗୋଟିଏ ମାଈ ହାତୀ ବିଦ୍ୟୁତ ତାର ସଂଶ୍ପର୍ଷରେ ଆସିଥିଲା । ବିମ୍ବିତ ରାତିରେ ଏହି ଘଟଣା ଘଟିଥିବାବେଳେ ସକାଳେ ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଁଚି ଛାନଭିନ୍ ଚଳାଇଛି ।

କୁମାରଖୁଣ୍ଟିରେ ଅଛି ହାତୀଙ୍କ ପାଠଶାଳା, ହାତୀ ପଢ଼ୁଛି ପାଠ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Elephant dies after coming in contact with 11 KV electric-wire-in-sambalpur | Argus News