Videos
|
Odisha

ହାତୀ ଆତଙ୍କ, ଲୋକେ ଭୟଭୀତ

Banajyotshna Ray
Browse all articles by Banajyotshna Ray
·2 years ago
ହାତୀ ଆତଙ୍କ, ଲୋକେ ଭୟଭୀତ

ଅର୍ଗସ ବ୍ୟୁରୋ: ଗଞ୍ଜାମ ଆସିକା ରେଞ୍ଜର ଧରାକୋଟ ଓ ସଡ଼ଙ୍ଗିପଲ୍ଲି ଅଞ୍ଚଳରେ 2 ଦିନ ହେଲା ଆତଙ୍କ ଖେଳାଇଛନ୍ତି 12 ଟିକିଆ ହାତୀପଲ।  ସନ୍ଧ୍ୟା ହେଲେ ଜଙ୍ଗଲ ନିକଟରେ ଥିବା ଗାଁରେ ପଶି ଫସଲ ନଷ୍ଟ କରିବା ସହ ଘରଦ୍ଵାର ଭାଙ୍ଗୁଛନ୍ତି। ଗୋପାଳପୁର ଗାଁର ନବ ସେଠିଙ୍କ ଘର ଭାଙ୍ଗି ଘରର ଚାଉଳ ବାସ୍ତ ଖାଇ ନଷ୍ଟ କରିଦେଇଛନ୍ତି । ହାତୀ ଯାଉଥିବା ରାସ୍ତାକୁ ସନ୍ଧ୍ୟା ହେଲେ ନାକାବନ୍ଦୀକରି ଲୋକଙ୍କୁ ରାତିରେ ଘରୁ ବାହାରକୁ ନ ବାହାରିବା ପାଇଁ ସଚେତନ କରାଯାଉଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
elephant terror in berhampur | Argus News