Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହାତୀ ଉପଦ୍ରବ ବୃଦ୍ଧି, ହାତୀ-ମଣିଷ ଲଢ଼େଇରେ ଯାଉଛି ଜୀବନ

Banajyotshna Ray
Browse all articles by Banajyotshna Ray
·2 years ago
ହାତୀ ଉପଦ୍ରବ ବୃଦ୍ଧି, ହାତୀ-ମଣିଷ ଲଢ଼େଇରେ ଯାଉଛି ଜୀବନ

ଅର୍ଗସ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ । ଜିଲ୍ଲାରେ  ଦିନକୁ ଦିନ ହାତୀ ଉପଦ୍ରବ ବୃଦ୍ଧି ପାଉଛି । ଅନେକ ସମୟରେ ହାତୀ-ମଣିଷ ଲଢେଇରେ ଅନେକ ଜୀବନ ଯାଉଛି । ଯାହାର ପ୍ରତିବାଦରେ ଜିଲ୍ଲା ବିଜେପି ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଜିଲ୍ଲା ବିଜେପିର ନେତା ଓ କର୍ମୀମାନେ ବନଖଣ୍ଡ ଅଧିକାରୀଙ୍କ ଗେଟକୁ ତାଲା ପକାଇବା ସହ ବନ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଡିଏଫ୍‌ଓଙ୍କୁ ବହିଷ୍କାର ଦାବି କରିବା ସହ ନରହନ୍ତାକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
elephant terror in dhenkanal | Argus News