|
logo
Live

Argus News - ହାତୀ ପଲଙ୍କ ଆତଙ୍କ, ଗ୍ରାମବାସୀ ଭୟଭୀତ

Odisha

ହାତୀ ପଲଙ୍କ ଆତଙ୍କ, ଗ୍ରାମବାସୀ ଭୟଭୀତ

Banajyotshna Ray
Browse all articles by Banajyotshna Ray
·2 years ago
ହାତୀ ପଲଙ୍କ ଆତଙ୍କ, ଗ୍ରାମବାସୀ ଭୟଭୀତ

ଅର୍ଗସ ବ୍ୟୁରୋ:  କିଛିଦିନର ବ୍ୟବଧାନ ପରେ କରଞ୍ଜିଆ ବନଖଣ୍ଡକୁ ପଶି ଆସିଛନ୍ତି ହାତୀପଲ । ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବନାଞ୍ଚଳରୁ ବୈତରଣୀ ନଦୀ ପାର ହୋଇ କରଞ୍ଜିଆ ବନଖଣ୍ଡକୁ ପଶି ଆସିଛନ୍ତି । ହାତୀ ପଲରେ 25ଟି ହାତୀ ଅଛନ୍ତି । ଠିକ୍ ସେହିଭଳି ଅନ୍ୟ ଏକ ହାତୀ ପଲ ଶିମିଳିପାଳ ରୁ କରଞ୍ଜିଆ ବନଖଣ୍ଡ ଦୁଧିଆଣି ବନାଞ୍ଚକୁ ପଶି ଆସିଛନ୍ତି । ଫସଲ ନଷ୍ଟ ଭୟକୁ ନେଇ ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକେ । ଅନ୍ୟପଟେ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଛି ବନବିଭାଗ । ଏବେ ହାତୀପଲ ଏକଘାରି ଗ୍ରାମ ଜଙ୍ଗଲରେ ଥିବା ସୂଚନା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ହାତୀ ପଲଙ୍କ ଆତଙ୍କ, ଗ୍ରାମବାସୀ ଭୟଭୀତ | Argus News