Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଗଲେ ଆଶ୍ରମରେ ଥିବା ଛାତ୍ର

Banajyotshna Ray
Browse all articles by Banajyotshna Ray
·2 years ago
ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଗଲେ  ଆଶ୍ରମରେ ଥିବା ଛାତ୍ର

ଅର୍ଗସ ବ୍ୟୁରୋ:  ପୁଣୀ ତାଣ୍ଡବ କଲା ଦନ୍ତା। ଆଶ୍ରମ ପଚିରୀ ଭାଙ୍ଗି କବାଟ ଭାଙ୍ଗିଲା। ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ଆଶ୍ରମରେ ଥିବା ଛାତ୍ର । ଏମିତି ଲମ୍ବ ଟାଙ୍କୁରା ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ୍ ଅନ୍ତର୍ଗତ ଦେଙ୍ଗୁଳା ସେବାଶ୍ରମରେ ରାତିରେ ସୋଇଥିବା ବେଳେ ଦନ୍ତା ପ୍ରଥମେ ପୋଛ ପୋଟେ ଭାଙ୍ଗିବା ଶହ ଘର ସାମ୍ନା କୁ ଲୋକଙ୍କୁ ମାରିବାକୁ ଧାଇଁ ଆସୁଛି । ଏହୀ ଦନ୍ତା ମାସ କରେ ୨ ଜଣ କୁ ମାରିଛି । ଟ୍ରାଙ୍କୁଲାଇଜ୍‌ କରିବାକୁ ସାଧାରଣରେ ଦାବି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
elephant terror in sundargarh | Argus News