Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜଧାନୀରେ ଏନକାଉଣ୍ଟର , କୁଖ୍ୟାତ ଅପରାଧୀ ରଘୁ ବିଶ୍ବାଳ ଆହତ

Swayangprajna Mishra
Browse all articles by Swayangprajna Mishra
·2 years ago
ରାଜଧାନୀରେ ଏନକାଉଣ୍ଟର , କୁଖ୍ୟାତ ଅପରାଧୀ ରଘୁ ବିଶ୍ବାଳ ଆହତ

ଭୁବନେଶ୍ବର : ନୂଆବର୍ଷ ପୂର୍ବରୁ ରାଜଧାନୀରେ ଏନକାଉଣ୍ଟର । ମଞ୍ଚେଶ୍ବର ଥାନା ପୋଲିସ ଗୁଳିରେ କୁଖ୍ୟାତ ଅପରାଧୀ ରଘୁ ବିଶ୍ବାଳ ଆହତ ।  ଅନ୍ୟ ଜଣେ ଅପରାଧୀ ଫେରାର । ରାତି ୩ଟାରେ ରଘୁକୁ ଏନକାଉଣ୍ଟର କରିଛି ମଞ୍ଚେଶ୍ବର ଥାନା ପୋଲିସ । ଅଭିଯୁକ୍ତଙ୍କୁ ପିଛା କରିବା ବେଳେ ପୋଲିସ ଉପରକୁ ଗୁଳିମାଡ଼ କରିଥିଲା ରଘୁ ।

ଅଧିକ ପଢନ୍ତୁ : ସ୍ତ୍ରୀ କୁ ଗ୍ୟାସ ରେ ପୋଡ଼ି ମରିବା ଘଟଣା , ବର୍ଷେ ପରେ ଗିରଫ ଅଭିଯୁକ୍ତ ସ୍ବାମୀ

ତେବେ ପୋଲିସର ପାଲଟା ଗୁଳି ମାଡ଼ରେ ଆହତ ହୋଇ ଚିକିତ୍ସିତ ହେଉଛି । ରଘୁ ନିକଟରୁ ୭.୬୫ ଏମ.ଏମ୍‌ ର ପିସ୍ତଲ ଜବତ ହୋଇଛି । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ରଘୁ ନାଁ ରେ ୧୫ରୁ ଅଧିକ ଥାନାରେ ଅପରାଧ ମାମଲା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Encounter in bhubaneswar, notorious criminal Raghu biswal injured | Argus News