Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଛତିଶଗଡ ଦାନ୍ତେଓ୍ବାଡାରେ ଏନକାଉଣ୍ଟର: ୯ ମାଓବାଦୀଙ୍କ ମୃତ୍ୟୁ 

Manini Pattanayak
Browse all articles by Manini Pattanayak
·1 year ago
ଛତିଶଗଡ ଦାନ୍ତେଓ୍ବାଡାରେ ଏନକାଉଣ୍ଟର: ୯ ମାଓବାଦୀଙ୍କ ମୃତ୍ୟୁ 

ରାୟଗଡା: ଭୁଶୁଡୁଛି ମାଓଗଡ । ଛତିଶଗଡ ଦାନ୍ତେଓ୍ବାଡାରେ ଏନକାଉଣ୍ଟରରେ ୯ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଛତିଶଗଡ ସୀମାନ୍ତ ଦାନ୍ତେଓ୍ବାଡା ବିଜେପୁର ଅଂଚଳର ମାଓବାଦୀମାନେ ଥିବା ଖବର ପାଇଁ ସୁରକ୍ଷାକର୍ମୀଙ୍କୁ ପକ୍ଷରୁ ଆରମ୍ଭ ହୋଇଥିଲା  ଅପରେସନ୍ ।

 ସୁରକ୍ଷାକର୍ମୀଙ୍କ ଉପରକୁ ଟାର୍ଗେଟ କରି ଆକ୍ରମଣ ହେବାରୁ ଏହାର କଡା ଜବାବ ଦିଆଯାଇଥିଲା । ସୁରକ୍ଷା କର୍ମୀଙ୍କ ଗୁଳିମାଡରେ ୯ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବସ୍ତର ଆଇଜି ପି. ସୁନ୍ଦରରାଜ ସୂଚନା ଦେଇଛନ୍ତି ।  ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।

ଅଧିକ ପଢନ୍ତ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Encounter in Chhattisgarh Dantewada: 9 Maoists killed | Argus News