ସମ୍ବଲପୁରରେ ଏନକାଉଣ୍ଟର, ଅଭିଯୁକ୍ତ ଗୁରୁତର
·2 years ago

ଅର୍ଗସ ବ୍ୟୁରୋ: ସମ୍ବଲପୁରରେ ଏନକାଉଣ୍ଟର । କେନଘାଟି ଅଞ୍ଚଳରେ ଚୋରୀ କରି ଫେରାର ସମୟରେ ପୋଲିସ ଏନକାଉଣ୍ଟର କରିଥିବା ସୂଚନା । ଅଭିଯୁକ୍ତ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି । ଗତକାଲି ବିଳମ୍ବିତ ରାତିରେ କେନଘାଟିର ଏକ ମଦ କାରାଖାନାରୁ କିଛି ଦୁର୍ବୃତ୍ତ ଚୋରୀ କରିଥିଲେ । ଆଜି ପୋଲିସ କାବୁ କରିବା ସମୟରେ ଫେରାର ମାରିବାରୁ ଏନକାଉଣ୍ଟର କରିଥିଲା ପୋଲିସ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: