Videos
|
Odisha

ଅର୍ଚ୍ଚନା ନାଗଙ୍କ ଘରେ ପଶିଲା ED, ସିଲ୍ ହେବ ଘର

Santosh Kumar Sahoo
Browse all articles by Santosh Kumar Sahoo
·1 year ago·1 min read
ଅର୍ଚ୍ଚନା ନାଗଙ୍କ ଘରେ ପଶିଲା ED, ସିଲ୍ ହେବ ଘର

Key Points

ଅର୍ଚ୍ଚନା ନାଗଙ୍କ ଘରେ ପୁଣି ପଶିଲା ED । ଅର୍ଚ୍ଚନାଙ୍କ ଘର ସିଲ୍ କରିବା ପାଇଁ ED ଆସିଥିବା ସୂଚନା ମିଳିଛି ।

ପୁଣି ଚର୍ଚ୍ଚାରେ ଅର୍ଚ୍ଚନା ନାଗ । ଅର୍ଚ୍ଚନା ନାଗଙ୍କ ଘରେ ପୁଣି ପଶିଲା ED । ଅର୍ଚ୍ଚନାଙ୍କ ଘର ସିଲ୍ କରିବା ପାଇଁ ED ଆସିଥିବା ସୂଚନା ମିଳିଛି । ତେବେ ପୂର୍ବରୁ ଘର ଛାଡ଼ିବା ପାଇଁ ଅର୍ଚ୍ଚନାଙ୍କୁ ଇଡି ପକ୍ଷରୁ ନୋଟିସ୍ ହୋଇଥିଲା । କିନ୍ତୁ ଅର୍ଚ୍ଚନା ନାଗ ଘର ନ ଛାଡ଼ିବାରୁ ଆଜି ତାଙ୍କ ଘର ସିଲ୍ କରିବା ପାଇଁ ED ଆସିଛି ବୋଲି ସୂଚନା ମିଳିଛି ।


ଅଧିକ ପଢ଼ନ୍ତୁ: IAS ସ୍ତରରେ ଅଦଳବଦଳ, ଆୟୁଷ ନିର୍ଦ୍ଦେଶିକା ହେଲେ ଅଞ୍ଜନା ପଣ୍ଡା


ସୂଚନା ଅନୁସାରେ, ୨୦୨୨ ମସିହା ନଭେମ୍ବର ମାସରେ ଅର୍ଚ୍ଚନା ନାଗଙ୍କ ଆଲିସାନ ଘରେ ରେଡ୍ କରିଥିଲା ଇଡି । ଏହା ପରେ ୨୦୨୩ ମସିହା ଜାନୁଆରୀରେ ଅର୍ଚ୍ଚନାଙ୍କ ଘରକୁ ଇଡି ଆଟାଚ୍ କରିବା ସହ ଦାମୀ ଗାଡ଼ିକୁ ଜବତ କରିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: