Videos
|
Odisha

ନଦୀରେ ଭାସିଗଲେ ଇଞ୍ଜିନିୟରିଂ ଛାତ୍ର

Ritu Das
Browse all articles by Ritu Das
·2 years ago
ନଦୀରେ ଭାସିଗଲେ ଇଞ୍ଜିନିୟରିଂ ଛାତ୍ର

ଅର୍ଗସ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ଘଟିଛି ଏହି ଅଘଟଣ। ଏହି ଗ୍ରାମର ଧିରେନ ବାରିକ ଙ୍କ ୧୮ବର୍ଷୀୟ ପୁଅ କୌଶିକ ସାମନ୍ତରାୟ  ଚିତ୍ରୋତ୍ପଳା ନଦୀକୁ ସାଙ୍ଗ ମାନଙ୍କ ସହିତ ଗାଧୋଇ ଯାଇଥିବା ସମୟରେ ନଦୀ ଜଳରେ ଭାସିଯାଇଥିଲା।

ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଖୋଜାଖୋଜି କରି ଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା କୌଶିକର ସନ୍ଧାନ ପାଇନଥିଲେ। କୌଶିକ ଭୁବନେଶ୍ଵରର ଘରୋଇ ଇଂଜିନିୟରିଂ କଲେଜର ବିଟେକ ଛାତ୍ର ଅଟନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Engineering | Argus News