Videos
|
Odisha

EOW ଧାଡିରେ ଥିବା ଲୋକଙ୍କୁ ପଚରାଉଚରା କରୁଛି EOW ଟିମ୍

Smruti Parija
Browse all articles by Smruti Parija
·2 years ago
EOW ଧାଡିରେ ଥିବା ଲୋକଙ୍କୁ ପଚରାଉଚରା କରୁଛି EOW ଟିମ୍

ଭୁବନେଶ୍ୱର:  ଭୁବନେଶ୍ଵର RBI କାର୍ଯ୍ୟାଳୟ ଆଗରେ EOW ଟିମ୍ । ନୋଟ୍ ବଦଳାଇବା ପାଇଁ ଧାଡ଼ିରେ ଥିବା ଲୋକଙ୍କୁ ପଚରାଉଚରା କରୁଛି EOW ଟିମ୍ । ଲୋକଙ୍କୁ ପଚରାଉଚରା କରୁଛନ୍ତି 2 ଜଣିଆ EOW ଟିମ୍‌ ।

 ଅଧିକ ପଢନ୍ତୁ: କଳାଧନକୁ ଧଳା କରିବାକୁ ଚାଲିଛି କି ମସୁଧା ?

ଭୁବନେଶ୍ୱରରେ ଟଙ୍କା ବଦଳ ସ୍କାମର ଅଭିଯୋଗ ପରେ ଆରମ୍ଭ ହୋଇଛି ଏହି ଧରପଗଡ଼ । ଗରିବଙ୍କୁ ମୋହରା କରାଯାଇ ସଂଘଠିତ ହେଉଛି କି ନୋଟ୍ ବଦଳ ସ୍କାମ୍ । ଗତକାଲି ଭୁବନେଶ୍ୱର RBI ଆଗରେ ୨ ହଜାର ନୋଟ୍ ବଦଳ ପାଇଁ ହଠାତ ଲୋକଙ୍କ ଲମ୍ବା ଲାଇନ୍ ପରେ ଏତେ ସବୁ ପ୍ରଶ୍ନ ସାମ୍ନାକୁ ଆସିଛି । ଯାହାର ତଦନ୍ତ ଆରମ୍ଭ କରିବାକୁ ପହଞ୍ଚିଛି EOW ଟିମ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଓଡିଶା ନ୍ୟୁଜ ଆହୁରି ପଢନ୍ତୁ

 

Sponsored