Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୫ ବର୍ଷ ପରେ ବି ମୌଳିକ ସୁବିଧା ଯୋଗାଇବାରେ ଫେଲ ବିଜେଡି ସରକାର ; ଧର୍ମେନ୍ଦ୍ର

Swayangprajna Mishra
Browse all articles by Swayangprajna Mishra
·2 years ago
୨୫ ବର୍ଷ ପରେ ବି ମୌଳିକ ସୁବିଧା ଯୋଗାଇବାରେ ଫେଲ ବିଜେଡି ସରକାର ; ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ : ନ୍ୟୁଜ ଏଜେନ୍ସି ANIକୁ ସ୍ବତନ୍ତ୍ର ସାକ୍ଷାତକାରରେ ନବୀନ ଓ ପାଣ୍ଡିଆନଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ୨୫ ବର୍ଷ ପରେ ବି ମୌଳିକ ସୁବିଧା ଯୋଗାଇବାରେ ଫେଲ ମାରିଛି ବିଜେଡି ସରକାର ।  ଓଡ଼ିଶାରେ ଚାଲିଛି ଆଉଟସୋର୍ସ ସରକାର । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁ ନାହାନ୍ତି ମୁଖ୍ୟ ଶାସନ ସଚିବ ।  ନବୀନଙ୍କ ରୁମକୁ ସିଧାସଳଖ ଟେଲିଫୋନ ସଂଯୋଗ ନଥିବା କହିଛନ୍ତି ଧର୍ମେନ୍ଦ୍ର ।

ଅଧିକ ପଢନ୍ତୁ : ଓଡିଶାରେ କଂଗ୍ରେସର ପୁରା ଟିକେଟ ନବୀନ ହିଁ ବାଣ୍ଟିଛନ୍ତି- ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶା କାହାର ଜାଗିର ନୁହେଁ, ୨୧ ରୁ ୨୧ ଲୋକସଭା ଓ ବିଧାନସଭାରେ ସ୍ପଷ୍ଟ ବହୁମତ ସହ ବିଜେପି ସରକାର ଗଢ଼ିବ ବୋଲି ଦମ୍ଭୋକ୍ତି ଭରିଛନ୍ତି କେନ୍ଦ୍ରମନ୍ତ୍ରୀ । ମୋଦିଙ୍କ ଉପରେ ଓଡ଼ିଶାବାସୀଙ୍କ ଅତୁଟ ଭରସା ରହିଥିବା କହିଛନ୍ତି ଧର୍ମେନ୍ଦ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Even after 25 years, the BJD government failed to provide basic facilities; Dharmendra pradhan | Argus News