Videos
|
Odisha

ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣିଲା ନାହିଁ ପ୍ରଶାସନ, ଘେରିଲେ ଜିଲ୍ଲାପାଳ ଅଫିସ

Banajyotshna Ray
Browse all articles by Banajyotshna Ray
·2 years ago
ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣିଲା ନାହିଁ ପ୍ରଶାସନ, ଘେରିଲେ ଜିଲ୍ଲାପାଳ ଅଫିସ

ଅର୍ଗସ ବ୍ୟୁରୋ: ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣିଲା ନାହିଁ ପ୍ରଶାସନ । ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଗ୍ରାମବାସୀ । ୩ଟି ଗାଁର ଲୋକେ ଆନ୍ଦୋଳନ କରୁଛନ୍ତି । ସମସ୍ୟାର ସମାଧାନ ନହେଲେ ଭୋଟ୍ ବର୍ଜନ ପାଇଁ ଦେଇଛନ୍ତି ଚେତାବନୀ । ସମସ୍ୟାର ଗନ୍ତାଘର ହେଉଛି ଗଜପତି ଜିଲ୍ଲାର ଆର. ଉଦଗିରି ବ୍ଲକ ଅନଗା ପଞ୍ଚାୟତର ତୁବୁସିଂଗ, ବାଲିଗୁମ୍ମା, ଭେନୁସାହି ବାରମ୍ବାର ଅଭିଯୋଗ ପରେ ମଧ୍ୟ ଜିଲ୍ଲା ପ୍ରଶାସନ ଚୁପ୍ ବସିଛି । ଗାଁକୁ ରାସ୍ତା ନାହିଁ କି ପାଣି । ଭୋଟ ବର୍ଜନ କରିବାକୁ ଦେଉଛନ୍ତି ସ୍ଲୋଗାନ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Even after repeated complaints, the administration did not listen | Argus News