ଓ ହବ୍' କେଳେଙ୍କାରୀ ମାମଲାରେ ଜେରା ହେଲେ ଓମ୍ କାର ରାଏ
·1 year ago

ଭୁବନେଶ୍ୱର: ଓ ହବ୍' କେଳେଙ୍କାରୀ ମାମଲା। କାର୍ଯ୍ୟନିର୍ବାହୀ ଅଧିକାରୀ ଓମ୍ କାର ରାଏଙ୍କୁ ଜେରା। ଓମ୍ କାରଙ୍କୁ ଜେରା କରିଛନ୍ତି ଇଣ୍ଡଷ୍ଟ୍ରି ବିଭାଗର ନିର୍ଦେଶକ ପ୍ରଶାନ୍ତ ରେଡ୍ଡୀଙ୍କ ସହ 2 ଜଣିଆ ଟିମ୍ ।
ଆର୍ଥିକ ଅନିୟମିତତା ଓ ନିଯୁକ୍ତିରେ ହୋଇଥିବା ବେଆଇନ କାର୍ଯ୍ୟକୁ ନେଇ ଓମ୍ କାର ରାୟଙ୍କୁ ଜେରା କରିଛନ୍ତି ତଦନ୍ତକାରୀ ଅଧିକାରୀ। ଓ - ହବରେ ଅନିୟମିତତା ଅଭିଯୋଗ ଆସିବା ପରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ପ୍ରାଥମିକ ତଦନ୍ତରେ ପ୍ରକ୍ରିୟାରେ ଅଧିକ ନେଇଥିବା ଦରମା ଟଙ୍କାକୁ ଓମ୍ କାର ରାୟଙ୍କୁ ଟଙ୍କା ଫେରସ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ MSME ବିଭାଗ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: